ତେଲକୋଇରେ ପ୍ରବଳ ବର୍ଷା : ୪ ଘଣ୍ଟା ଫସିଲେ ୩ ଶହ ଛାତ୍ରଛାତ୍ରୀ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଗତକାଲି ପୂର୍ବାହ୍ଣରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଜରଦା ନାଳ ପୋଲ ଉପରେ ୪ ଫୁଟର ପାଣି ଚାଲିବାରୁ ନାଳ ଆରପଟେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୩ ଶହ ଛାତ୍ରଛାତ୍ରୀ ଫସି ରହିଥିଲେ। ଦୀର୍ଘ ୪ ଘଣ୍ଟା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦଉଡ଼ି ଟାଣି ଛାତ୍ରଛାତ୍ରୀଙ୍କୁ ପୋଲ୍‌ ପାର କରିଛନ୍ତି। ଗତକାଲି ପୂର୍ବାହ୍ଣ ପ୍ରାୟ ସାଢେ … Continue reading ତେଲକୋଇରେ ପ୍ରବଳ ବର୍ଷା : ୪ ଘଣ୍ଟା ଫସିଲେ ୩ ଶହ ଛାତ୍ରଛାତ୍ରୀ